୩୧ ଲକ୍ଷର ନକଲି ନୋଟ୍‌ ଜବତ, ମାଷ୍ଟରମାଇଣ୍ଡ ଗିରଫ

ବଲାଙ୍ଗିର ବସ୍‌ଷ୍ଟାଣ୍ଡ ମୁଖ୍ୟ ଫାଟକ ନିକଟରେ ଚଢାଉ କରି ନକଲି ନୋଟ୍‌ ସହ ମାଷ୍ଟରମାଇଣ୍ଡକୁ ଧରିଛି କ୍ରାଇମବ୍ରାଞ୍ଚ ଏସଟିଏଫ।

ମାଷ୍ଟରମାଇଣ୍ଡ କଣ୍ଟାମାଳ ଅଞ୍ଚଳର ଲିଙ୍ଗରାଜ ବେହେରା ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes