ନବରଙ୍ଗପୁରରେ ଦିନକରେ ୧୧ କରୋନାରେ ଆକ୍ରାନ୍ତ September 17, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ୧୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l