ନନ୍ଦନକାନନରେ ପୁଣି ଏକ ବାଘ ଛୁଆର ମୃତ୍ୟୁ

ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଗତ ମଙ୍ଗଳବାର ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି l

ଏବେ ନନ୍ଦନକାନନରେ ବାଘଙ୍କ ସଂଖ୍ୟା 26 କୁ ହ୍ରାସ ପାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes