ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ନବୀନଙ୍କ ଶ୍ରଦ୍ଧାଞ୍ଜଳି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାବାସାହେବ ଆମ୍ବେଦକର ଜୟନ୍ତୀରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି l

ଏହି ଅବସରରେ ସାମାଜିକ ନ୍ୟାୟ ପ୍ରତି ଆମ୍ବେଦକରଙ୍କର ଜୀବନବ୍ୟାପୀ ଅବଦାନ ଏବଂ ସମାଜର ବର୍ଗର ଉନ୍ନତି ପାଇଁ ତାଙ୍କର ନିରନ୍ତର ପ୍ରୟାସକୁ ନବୀନ ମନେପକାଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes