ନନ୍ଦନକାନନରେ ପୁଣି ଏକ ଗୟଳର ମୃତ୍ୟୁ

କିଛି ଦିନ ଧରି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଗୋଟିଏ ପରେ ଗୋଟିଏ ପ୍ରାଣୀଙ୍କ ମୃତ୍ୟୁ ହେଉଥିବା ବେଳେ ଆଜି ଏକ ଗୟଳର ମୃତ୍ୟୁ ହୋଇଛି l

ଫଳରେ ଏବେ ଏହି ପ୍ରାଣୀ ଉଦ୍ୟାନରେ ଗୟଳଙ୍କ ସଂଖ୍ୟା 6 କୁ ଖସି ଆସିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes