ନନ୍ଦନକାନନରେ ଏକ ଭାଲୁର ମୃତ୍ୟୁ

ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଆଜି ଆକାଶ ନାମକ ଭାଲୁର ମୃତ୍ୟୁ ହୋଇଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି l ଏବେ ନନ୍ଦନକାନନରେ 15 ଟି ଦେଶୀ ଓ 12 ଟି ହିମାଳୟ ଭାଲୁ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes