କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବିଏସଏଫର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ

ବିଏସଏଫ ପକ୍ଷରୁ କୋରାପୁଟର ବିକ୍ରମ ଦେବ କଲେଜରେ ଏକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା l ସେଥିରେ ଆସଲଟ ରାଇଫଲ, ହ୍ୟାଣ୍ଡ ଗ୍ରେନେଡ଼, ୟୁବିଜିଏଲ, ଏଲଏମଜି ଇତ୍ୟାଦି ପ୍ରଦର୍ଶନ କରାଯାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes