ନକଲି ସାର୍ଟିଫିକେଟ ଦେଇ ବୋର୍ଡ କର୍ମଚାରୀ ଗିରଫ

ଓଟିଇଟି ନକଲି ସାର୍ଟିଫିକେଟ କରି ଗିରଫ ହୋଇଛନ୍ତି ବୋର୍ଡ କର୍ମଚାରୀ (ସୁଇପର ସୁପର ଭାଇଜର) ଭ୍ରମର ବର ନାୟକ।

ଭ୍ରମରବରଙ୍କୁ ମଙ୍ଗଳାବାଗ ପୁଲିସ ଗିରଫ କରିଛି। ସେ କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ୪୫,୦୦୦ ଟଙ୍କାରେ ନକଲି ସାର୍ଟିଫିକେଟ ବିକି ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes