ରାଜ୍ୟରେ ପୁଣି ବଢ଼ିବ ଥଣ୍ଡା

ଆଜିଠାରୁ ରାତ୍ରି ତାପମାତ୍ରା ଧୀରେ ଧୀରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ତଳକୁ ଖସିବା ସହ ରାଜ୍ୟର ଅନେକ ସ୍ଥାନରେ ଶୀତ ବଢିବ।

ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes