ବାରିପଦା ଅବକାରୀ ଥାନା ଇନ୍ସପେକ୍ଟର ଓ କର୍ମଚାରୀଙ୍କ ମିଳିତ ଚଢ଼ାଉରେ ନକଲି ମଦ ଦୋକାନ, ଠିପି, ଲେବୁଲ ସହିତ ଭର୍ତ୍ତି ମଦ ବୋତଲ ବହୁଳ ପରିମାଣରେ ଜବତ କରିଛି।
ସେରାବାଲି ଢ଼ାବା ମାଲିକ ରାଜେନ୍ଦ୍ର ଗୋପଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।
Credible Local News of Odisha