ବଣ୍ଡା ଜନଜାତିଙ୍କ ସହ ରାଜ୍ୟପାଳଙ୍କ ଭାବ ବିନିମୟ

ରାଜ୍ୟପାଳଙ୍କ ଆମନ୍ତ୍ରଣ କ୍ରମେ ଆଜି ମାଲକାନଗିରି ଜିଲ୍ଲାର ବଣ୍ଡା ଓ ଦିଦାୟୀ ଅନୁସୂଚିତ ଜନଜାତିର ଲୋକମାନେ ରାଜଭବନ ଭ୍ରମଣରେ ଆସିଥିଲେ l ସେମାନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମ୍ବର୍ଦ୍ଧିତ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes