ନକଲି ଡାକ୍ତରର ପତ୍ନୀକୁ ଚାରି ଦିନ ରିମାଣ୍ଡ ମଞ୍ଜୁର

ଜେଲରେ ଥିବା ନକଲି ଡାକ୍ତର ରମେଶ ସ୍ୱାଇଁର ଦ୍ଵିତୀୟ ପତ୍ନୀ କମଳାକୁ ଚାରି ଦିନ ରିମାଣ୍ଡରେ ନେବାକୁ ପୁଲିସକୁ ଆଜି କୋର୍ଟ ଅନୁମତି ଦେଇଛନ୍ତି l

ତାକୁ ସାତ ଦିନ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଥିଲା l ଇତି ମଧ୍ୟରେ କମଳାର ଏକ କାର ମଧ୍ୟ ପୁଲିସ ଜବତ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes