ଡେମୋ ଦେଖାଇଲେ ଦୁଇ ଏଟିଏମ ଲୁଟେରା

ଭୁବନେଶ୍ୱରର ଲିଙ୍ଗିପୁରରେ ହୋଇଥିବା ଏଟିଏମ ଲୁଟ ଘଟଣାରେ ବେଙ୍ଗାଲୁରୁରୁ ଗିରଫ ହୋଇଥିବା ଦୁଇ ଜଣ ବାଙ୍ଗଲାଦେଶୀ ଚୋରଙ୍କୁ ନେଇ ଆଜି କମିସନରେଟ ପୁଲିସ ଏଟିଏମ ଲୁଟର ଡେମୋ କରିଛନ୍ତି l
ଡେମୋ ବେଳେ ଲୁଟରେ ବ୍ୟବହୃତ ଶାବଳ, ଗଇଁତି ଆଦି ଜବତ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes