ନକଲି ଡାକ୍ତରଙ୍କୁ ପାଞ୍ଚ ବର୍ଷ ଜେଲ, ୬ ହଜାର ଜରିମାନା

ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାଲ ସାର୍ଟିଫିକେଟ ଜରିଆରେ ସରକାରୀ ଡାକ୍ତର ଭାବେ 2019 ନଭେମ୍ବରରେ ନିଯୁକ୍ତି ପାଇଥିବା ନକଲି ଡାକ୍ତର ପଦ୍ମନାଭ ମୁଖୀ କାରୁଆଙ୍କୁ ଆଜି ସୁନ୍ଦରଗଡ଼ ଫାଷ୍ଟଟ୍ରାକ କୋର୍ଟ ପାଞ୍ଚ ବର୍ଷ ଜେଲ ଓ 6 ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes