ପ୍ରଗତି ମହିଳା ମଣ୍ଡଳ ପକ୍ଷରୁ ଜଳଛତ୍ର

ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲା ଏମସିଏଲ ତାଳଚେର କ୍ଷେତ୍ରର ପ୍ରଗତି ମହିଳା ମଣ୍ଡଳ ପକ୍ଷରୁ ଆଜି ସ୍ଥାନୀୟ ସରକାରୀ ଡାକ୍ତରଖାନା ଛକ ଠାରେ ଏକ ଜଳଛତ୍ର ଖୋଲାଯାଇଛି l

ତାଳଚେର ପୋୖରାଞ୍ଚଳର ତିନି ନମ୍ବର ୱାର୍ଡର ନବ ନିର୍ବାଚିତ କାଉନସିଲର ଲିପିକା ବେହେରା ଏହାକୁ ଫିତା କାଟି ଉଦ୍ଘାଟନ କରିଥିଲେ । ସଭାନେତ୍ରୀ ଡଲି ମିଶ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes