ନକଲି ଔଷଧ ଘଟଣାରେ ଗିରଫ ବିହାରର ୨ ଅଭିଯୁକ୍ତଙ୍କୁ ଓଡିଶା ଅଣାଯାଇଛି: ଡିସିପି

ନକଲି ଔଷଧ ଘଟଣାରେ ସଂପୃକ୍ତ ବିହାରର ଗୟାର ଅଶୋକ ମିଶ୍ରା ଓ ହରିଶ କୁମାରଙ୍କୁ ଗିରଫ କରାଯାଇ ଓଡ଼ିଶା ଅଣାଯାଇଛି ବୋଲି ସୂଚନା ଦେଇଛନ୍ତି କଟକ ଡିସିପି।

ଗିରଫ ଦୁଇ ଅଭିଯୁକ୍ତ ବିନା ଲାଇସେନ୍ସରେ ଔଷଧ ବ୍ୟବସାୟ ଚଳାଇଥିବା ବେଳେ ଏମାନେ ପୂଜା ଏଣ୍ଟର ପ୍ରାଇଜର୍ସ ଓ ଭିଆର ଏଜେନ୍ସିକୁ ନକଲି ଔଷଧ ବିକିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes