ଧାମନଗର ପରାଜୟର ସମୀକ୍ଷା କରିବ ବିଜୁ ଜନତା ଦଳ

ଏ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଧାମନଗର ବିଜେପି ସିଟ୍ ଥିଲା, ବିଷ୍ଣୁ ସେଠୀ ସେଠାରେ ଜିତିଥିଲେ, ପୁନର୍ବାର ବିଜେପି ସେଠାରେ ପ୍ରତ୍ୟାବର୍ତ୍ତନ କରିଛି, ବିଷ୍ଣୁ ସେଠୀଙ୍କ ନିକଟରେ ଦେହାନ୍ତ ହୋଇଥିଲା, ଭାବାବେଗ ବିଜେପି ପ୍ରତି ଥିଲା,
ଦଳର ପ୍ରଦର୍ଶନ ନେଇ ନେତୃତ୍ୱ ସମୀକ୍ଷା କରିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes