ଛୁରି ଭୁସି ସାନଭାଇକୁ ହତ୍ୟା କଲା ବଡ଼ଭାଇ

କଟକ ଜିଲ୍ଲା ଦରଘା ବଜାର ଥାନା ବାଉଁଶଗଳି ନିକଟରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି।

ଜମି ବିବାଦରୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes