ଧବଳେଶ୍ୱର ଝୁଲାପୋଲ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ଧବଳେଶ୍ୱର ଝୁଲାପୋଲ ସ୍ଥିତି ବୁଲି ଦେଖି ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ।

କଳଙ୍କୀ ଲାଗିବା ସ୍ଥାନ ଓ ଫାଟ ଆଦି ବୁଲି ଦେଖିଲେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ। ସୂଚନାଯୋଗ୍ୟ, ଝୁଲାପୋଲ ଅସୁରକ୍ଷିତ ଜଣାପଡ଼ିବା ପରେ ଗତକାଲିଠୁ ଯାତାୟାତ ବନ୍ଦ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes