ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସମ୍ବଲପୁର କଚେରୀ ଛକ ନିକଟରେ ଆଇନଜୀବୀମାନେ ଆନ୍ଦୋଳନରେ ବସିଛନ୍ତି।

କୋର୍ଟ କାର୍ଯ୍ୟ ବର୍ଜନ ଆଇନଜୀବୀମାନେ ଆନ୍ଦୋଳନ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes