ଦ୍ରୌପଦୀଙ୍କ ବିଜୟ ପରେ ପଲ୍ଲୀରୁ ଦିଲ୍ଲୀ ଉତ୍ସବ ମୁଖର

ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ମୟୁରଭଞ୍ଜ ଜିଲ୍ଲାସ୍ଥିତ ଉପରବେଡା ଗ୍ରାମ ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ଓ ଦିଲ୍ଲୀ ଉତ୍ସବମୁଖର ହୋଇ ଉଠିଛି l
ବାଜା ବାଣରେ ଅଞ୍ଚଳ କମ୍ପୁଥିବା ବେଳେ ମିଷ୍ଟାନ୍ନ ବଣ୍ଟନ ଚାଲିଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes