ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନେକରେ ପ୍ରଥମ

63 ବର୍ଷ ବୟସରେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ହେବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁ ସର୍ବକନିଷ୍ଠ ରାଷ୍ଟ୍ରପତି ହେବେ l ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ତଥା ଦ୍ଵିତୀୟ ମହିଳା ରାଷ୍ଟ୍ରପତି l ଦେଶ ସ୍ୱାଧୀନ ହେବା ପରେ ଜନ୍ମ ହୋଇଥିବା କୌଣସି ମହିଳା ରାଷ୍ଟ୍ରପତି ହେବା ମଧ୍ୟ ପ୍ରଥମ l
ରାଷ୍ଟ୍ରପତି ହେବାରେ ଦ୍ରୌପଦୀ ପ୍ରଥମ ଆଦିବାସୀ ତଥା ଓଡ଼ିଶାର ମଧ୍ୟ ପ୍ରଥମ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes