ଦୋକାନକୁ ମାଡ଼ିଗଲା ପିକଅପ୍, ଜଣେ ମୃତ

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ନନ୍ଦିଗୋର ତୋଟା ନିକଟରେ ଚିକେନ୍ ଦୋକାନକୁ ପିକଅପ୍ ଗାଡ଼ି ମାଡ଼ିଯାଇଛି।

ଏଥିରେ ଦୋକାନୀ ସମେତ ୨ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes