ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଇଛାପୁର ଗାଁରେ ଏହି ଘଟଣା ଘଟିଛି।
ବାଣ ତିଆରି ଚାଲିଥିବା ବେଳେ ହଠାତ୍ ବିସ୍ଫୋରଣ ଘଟି କାରଖାନା ସଂପୂର୍ଣ୍ଣ ଛିନଛତ୍ର ହୋଇଯାଇଥିଲା। ଏମିତିକି ପାଖରେ ଥିବା ଆଉ ଏକ ଘର, ଧାନ ଗଦା ବି ଜଳିଯାଇଥିଲା।
Credible Local News of Odisha