ଦେଶୀ, ବିଦେଶୀ ମଦ ଜବତ; ୪ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୦୦ଲିଟର ଦେଶୀ ମଦ, ୩ ଲିଟର ବିଦେଶୀ ମଦ ଓ ୭ ଲିଟର ବିଅର ମଦ ଜବତ କରାଯିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜବତ ମଦର ମୂଲ୍ୟ ଆନୁମାନିକ ୫୦ ହଜାର ଟଙ୍କା ହେବ ।

ଅଭିଯୁକ୍ତ ଆଖୁଆପଦା ଗ୍ରାମର ବାଦଲ ମଳିକ, ଝୁଟୁଣା ଗ୍ରାମର ଦିଲ୍ଲିପ ଖୁଣ୍ଟିଆ, ଭଣ୍ଡାରିପୋଖରୀ ଗ୍ରାମର ଭାବ ମୁଣ୍ଡା ଓ ପଳସା ଗ୍ରାମର ଜିତେନ୍ଦ ଧଳଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes