ଦେବୋତ୍ତର ଭୂ ସମ୍ପତି ଉପରେ ନିର୍ମାଣ ଘର ଉଚ୍ଛେଦ

ସୁବର୍ଣ୍ଣପୁର ଜିଲ୍ଲା ଗୋକେନେଶ୍ୱର ପଡ଼ାରେ ଜଣେ ସେବାୟତ ଦେବୋତ୍ତର ଭୂ ସମ୍ପତି ଉପରେ ଘର ନିର୍ମାଣ କରିଥିବାରୁ ଆଜି ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes