ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବର୍ଷାଧିକ କାଳ ଗଣ ବଳାତ୍କାର କରାଯାଇଥିବା ଘଟଣାରେ ଫେରାର ଥିବା ଅଭିଯୁକ୍ତ ଗିରଫ ହୋଇଛି।
୨୫ତାରିଖ ଦିନ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପୁଲିସ ବିଦଲ ମିଞ୍ଜ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି କୁଚିଣ୍ଡା ପୁଲିସ ଫେରାର ଥିବା ଆଉ ଜଣେ ଅଭିଯୁକ୍ତ ନରେନ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।