ଦେଢ଼ କୋଟି ଟଙ୍କା ଠକେଇ ମାମଲାର ଅଭିଯୁକ୍ତ ବୃନ୍ଦାବନରୁ ଗିରଫ

ଓଡ଼ିଶାରେ ଅଧିକ ସୁଧ ଦେବାର ଲୋଭ ଦେଖାଇ ଲୋକଙ୍କୁ ପ୍ରାୟ ଦେଢ଼ କୋଟି ଟଙ୍କା ଠକିବା ଅଭିଯୋଗରେ ଡିଜିଟାଲ ରିଭୋଲ୍ୟୁସନ ଟେକନୋଲୋଜିର ମୁଖ୍ୟ ପ୍ରିନ୍ସ କୁମାରକୁ ପୁଲିସ ବୃନ୍ଦାବନରୁ ଗତକାଲି ଗିରଫ କରିବା କରିଛି l

କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀ ମାନେ ତାକୁ ମଥୁରା କୋର୍ଟରେ ହାଜର କରାଇ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes