ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅଧୀନସ୍ଥ ଦେଓଗାଁ କୃଷି ପରାମର୍ଶ କେନ୍ଦ୍ରରେ ବ୍ଲକ ସ୍ତରୀୟ କୃଷକ ସାଥୀ ବୈଠକ ବ୍ଲକ କୃଷି ଅଧିକାରୀ ପ୍ରଦୀପ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଆଜି ଅନୁଷ୍ଠିତ ବୈଠକରେ ୨୬ଟି ପଞ୍ଚାୟତର କୃଷକ ସାଥୀ ଯୋଗ ଦେଇଥିଲେ।
Credible Local News of Odisha