ସୋନପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆଜି ଜିଲ୍ଲା ସ୍ତରୀୟ କଂଗ୍ରେସ ନବ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଗୈାରୀଶଙ୍କର ପଣ୍ଡା, ପୂର୍ବତନ ବିଧାୟକ ବିନୋଦ ପାତ୍ର, ଜିଲ୍ଲାପରିଷଦ ଜୋନ ୧ ସଭ୍ୟ ଲବ କୁମାର ସାହୁ, ଜିତେନ୍ଦ୍ର ପଟ୍ଟନାୟକ,ପ୍ରଦିପ ସେଠୀ, ବସନ୍ତ ମହାକୁର, ବିଦ୍ୟାଧର ଖୁର୍ଡିଆଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।