ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ୨ ଯୁବକ

କଟକ କନ୍ଦରପୁର ଟୋଲ୍‌ ଗେଟ୍‌ ପାଖରେ ଏହି ଦୁର୍ଘଟଣା ଘଟିଛି। କଂକ୍ରିଟ ମିକ୍ସର ମେସିନକୁ ଧକ୍କା ଦେବାରୁ ବାଇକ୍‌ ସହ ୨ ଯୁବକ ପୋଡ଼ି ଯାଇଥିଲେ।

ଉଭୟ ଯୁବକଙ୍କୁ ବଡ଼ ମେଡିକାଲ ଡାକ୍ତର ମୃତ ଘୋଷଣା କରିଛନ୍ତି। ଉଭୟ ମୃତକ ତିର୍ତ୍ତୋଲ ଅଞ୍ଚଳର, କଟକ ଆସୁଥିଲେ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes