ମୁଣ୍ଡଳିରେ ନିର୍ମାଣ ହେବ ଜଳ ବିଶୋଧନାଗାର

2038 ମସିହା ପର୍ଯ୍ୟନ୍ତ ଭୁବନେଶ୍ୱର ସହରକୁ 24 ଘଣ୍ଟିଆ ନିରବଛିନ୍ନ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମୁଣ୍ଡଳି ଠାରେ ଦୈନିକ 130 ନିୟୁତ ଲିଟର କ୍ଷମତା ସମ୍ପନ୍ନ ଜଳ ବିଶୋଧନାଗାର ପ୍ରତିଷ୍ଠା ସକାଶେ ଆଜି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି l
ଏଥିପାଇଁ 286.73 କୋଟି ଟଙ୍କା ଖର୍ଚ୍ଚ ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes