ଦୁଇ ବ୍ରାଉନସୁଗର ବେପାରୀଙ୍କୁ ବାନ୍ଧିଲେ ଲୋକେ

ପଶ୍ଚିମବଙ୍ଗର ଦିଘାରୁ ପ୍ରାୟ 5 ଲକ୍ଷ ଟଙ୍କାର ବ୍ରାଉନସୁଗର ଆଣି ବାଇକରେ ଆସିଥିବା ଦୁଇ ଯୁବକଙ୍କୁ ଆଜି ବାଲେଶ୍ୱର ଜିଲ୍ଳାର ଉଦୟପୁରର ଲୋକେ ବାନ୍ଧି ପକାଇ ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes