ବ୍ରାଉନସୁଗର କାରବାରର ମାଷ୍ଟରମାଇଣ୍ଡକୁ ରିମାଣ୍ଡରେ ଅଣାଯିବ (ଅପଡେଟ)

ପୁରୀ ସହରର ବାସେଳୀ ସାହିରୁ ଆଜି 3 କିଲୋ 192 ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଥିଲା l ଏହି କାରବାରର ମାଷ୍ଟର ମାଇଣ୍ଡ ସୁଶାନ୍ତ ପଟ୍ଟନାୟକକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସପି କେ ବି ସିଂ l
ଆଜି ବ୍ରାଉନସୁଗର ସହ 20 ହଜାର ଟଙ୍କା, 4 ଟି ମୋବାଇଲ ଫୋନ, ଏକ କାର ଏବଂ ଟଙ୍କା ଗଣିବା ମେସିନ ଜବତ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes