ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଜଣ ଆହତ

ଯାଜପୁର ଜିଲ୍ଲା ଯଖପୁରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ହୋଇ ୫ ଜଣ ଆହତ ହୋଇଥିବା ଗ୍ରାମର ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି ।

ଘରୋଇ କଂପାନୀ ଠିକା କାମରୁ ସଂଘର୍ଷ ହୋଇଥିବା ସୂଚନା । ଆହତଙ୍କୁ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes