ବାରିପଦାରେ ୭ଘଣ୍ଟା ପାଇଁ ବିଦ୍ୟୁତ କାଟ

ରଥଯାତ୍ରା ନିମନ୍ତେ ମରାମତି ପାଇଁ ମୟୁରଭଞ୍ଜ ଜିଲ୍ଲା ବାରିପଦା ତଥା ଆଖପାଖ ଅଞ୍ଚଳର ବିଦ୍ୟୁତ୍ ସରବରାହ ବୁଧୁବାର ୭ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଛାଞ୍ଚ ବିଦ୍ୟୁତ ବିଭାଗର ଅଧିନ ସୁନାମୁହିଁ, ଭୂଦାନ ସାହି, ପ୍ରଫୁଲ ନଗର, ନାହରପଦା, ଷ୍ଟେସନ ବଜାର, ଶ୍ରୀପଦଗଞ୍ଜ, ପାଲବଣି, ଦେବେନ୍ଦ୍ର ପୁର, ନିକୋ ଫ୍ୟାକ୍ଟ୍ରି ଅଞ୍ଚଳ, ମଁଚାବନ୍ଧା, କରତବସା, ମଧୁବନ, ବାରୁଣୀ, ପୋଡା ଅସ୍ତିଆ ତଥା ଆଖ ପାଖ ଅଞ୍ଚଳର ବିଦ୍ୟୁତ୍ ସରବରାହ ସକାଳ ୯ଘଟିକା ଠାରୁ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes