ଦୁଇଜଣ ଦିବଙ୍ଗତ ସାମ୍ବାଦିକଙ୍କ ପତ୍ନୀଙ୍କୁ ସରକାରଙ୍କ ସହାୟତା

ପରଲୋକଗତ ସାମ୍ବାଦିକ ପ୍ରଦୀପ କୁମାର ମଙ୍ଗରାଜ ଓ ମନୋଜ କୁମାର ପାତ୍ରଙ୍କ ପତ୍ନୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ 4 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଆଜି ଘୋଷଣା କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes