କୋହ୍ଲାଣ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସେମିନାର

ଝାରଖଣ୍ଡ ରାଜ୍ୟର ବିଚ୍ଛିନ୍ନାଞ୍ଚଳ ସିଂହଭୂମି ଜିଲ୍ଲା ଚାଇଁବସା ଠାରେ ଅବସ୍ଥିତ କୋହ୍ଲାଣ ବିଶ୍ୱବିଦ୍ୟାଳୟରେ ଏକ ଓଡ଼ିଆ ସେମିନାର ଅନୁଷ୍ଠିତ ହୋଇଛି। “ଶାସ୍ତ୍ରୀୟ ଭାଷା ଓଡ଼ିଆର ସ୍ବରୂପ ଓ ବୈଶିଷ୍ଟ୍ୟ।” ଶୀର୍ଷକ ଏହି ସେମିନାର କୋହ୍ଲାଣ ବିଶ୍ୱବିଦ୍ୟାଳୟର କୂଳପତି ଡକ୍ଟର ଗଙ୍ଗାଧର ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ସେମିନାରରେ ଓଡ଼ିଆ ବିଭାଗ ମୂଖ୍ୟ ଏବଂ ଅଧ୍ୟାପକ, ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏହି ସେମିନାରରେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes