ଦଶ ଦିନରେ 2231 ନିଖୋଜ ବ୍ୟକ୍ତିଙ୍କୁ ଠାବ କରିଛି ପୁଲିସ

ନିଖୋଜ ବ୍ୟକ୍ତି ମାନଙ୍କୁ ଠାବ କରିବାକୁ ଗତ 1 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ଏକ ସ୍ୱତନ୍ତ୍ର ଅଭିଯାନରେ 2231 ଜଣଙ୍କୁ ଠାବ କରାଯାଇଛି l
ସେମାନଙ୍କ ମଧ୍ୟରେ 1536 ଜଣ ମହିଳା, 390 ଜଣ ପୁରୁଷ, 272 ଜଣ ନାବାଳିକା ଏବଂ 33 ଜଣ ନାବାଳକ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes