କୋହିନୁର ହୀରା ଫେରାଇ ଆଣିବାକୁ ପୁଣି ଦାବି ହେବ : ବିଧାୟକ

ଇଂଲଣ୍ଡରୁ କୋହିନୁର ହୀରା ଫେରାଇ ଆଣିବା ନିମନ୍ତେ ଆସନ୍ତା ବିଧାନସଭା ଅଧିବେଶନରେ ପ୍ରସ୍ତାବ ରଖାଯିବ ବୋଲି ଆଜି କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ l
ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes