ଦଣ୍ଡାରେ କଣ୍ଟା ବାଡ଼ିଆ ଅନୁକୂଳ

ପୁରୀ ରଥଖଳାରେ ତିନିରଥର ଦଣ୍ଡା ଓ ପାର୍ଶ୍ଵ ଦଣ୍ଡାରେ କଣ୍ଟାବାଡ଼ିଆ ଅନୁକୂଳ ହୋଇଛି ।

ଏହା ବ୍ୟତୀତ ତିନିରଥର ଦଣ୍ଡା ପଡି ଦଣ୍ଡାରେ ଗୋଲେଇ କାର୍ଯ୍ୟ ହେବା ପରେ, ପଞ୍ଚ ଦଣ୍ଡା ଆଗ ଏବଂ ପଛରେ ମୁହାଁଟ ସଂଯୋଗ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes