ନନ୍ଦନକାନନରେ ସମ୍ବରର ମୃତ୍ୟୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୯ନମ୍ବର ଖୁଆଡ଼ରେ ରହୁଥିବା ଏକ ଅଣ୍ଡିରା ସମ୍ବରର ମୃତ୍ୟୁ ହୋଇଛି ।

ସେ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ସାଙ୍ଗକୁ ରୋଗଗ୍ରସ୍ତ ଥିଲା ।ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ।ମୃତ୍ୟୁ ବେଳକୁ ତାକୁ ୧୪ବର୍ଷ ହେଉଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes