କେନ୍ଦୁଝର ଜିଲ୍ଲା ଜଙ୍ଗଲ ରେ ବୁଲୁଥିବା ହାତୀ ମାନଙ୍କ ଗତିବିଧି ରାତିରେ ନିରୀକ୍ଷଣ ପାଇଁ ବନ ବିଭାଗ ଥର୍ମାଲ ଡ୍ରୋନ କ୍ୟାମେରା ବ୍ୟବହାର କରୁଛନ୍ତି। ଏହା ଦ୍ବାରା ଅନ୍ୟ ଜୀବଜନ୍ତୁ ମାନଙ୍କ ଗତିବିଧି ମଧ୍ୟ ନିରୀକ୍ଷଣ କରାଯାଇପାରିବ। ହାତୀ ମାନଙ୍କ ଦେହ ର ତାପମାତ୍ରା, ଅସୁସ୍ଥତା ମଧ୍ୟ ରାତ୍ରି କାଳୀନ ଜଣା ଯାଇପାରିବ।