ମଦ୍ୟପ ଯୁବକର ଅମାନୁଷିକ କାର୍ଯ୍ୟ …

ସଦର ବ୍ଲକ ଭାଲିଆଡିହି ଉଚ୍ଚ ବିଦ୍ୟାଳୟରେ ପାଠ ପଢା ଚାଲି ଥିବା ବେଳେ ଚରଣ କାର୍ଜୀ ନାମକ ଉନ୍ମକ୍ତ ଯୁବକ ସ୍କୁଲ ପରିସରକୁ ପଶି ଆସି ପିଲା ଓ ଶିକ୍ଷୟିତ୍ରୀ ଗୋଡ଼ାଇ ଧାରୁଆ ଅସ୍ତ୍ର ରେ ଆକ୍ରମଣ ରେ ଆକ୍ରମଣ କରିବା ଭୟ ର ବାତାବରଣ ସୃଷ୍ଟି କରିଛି।କୁନି କୁନି ବାଳକ ବାଳିକାମାନେ ପ୍ରାଣ ବିକଳରେ ସ୍କୁଲ ପରିସରରେ ଦୌଡ଼ି ଥିଲେ । ଦୁଇ ଜଣ ପିଲା ଓ ଜଣେ ଶିକ୍ଷୟିତ୍ରୀ ଆହତ ହୋଇଥିବା ବେଳେ ପରେ ଗ୍ରାମବାସୀ ପହଞ୍ଚିବାରୁ ପଳାଇ ଯାଇଥିଲେ। ପରେ ଅଭିଯୋଗ ପାଇ ପୋଲିସ ପହଞ୍ଚି ଯୁବକ କୁ ଧରି ଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes