ତିନି ଛୁଆଙ୍କୁ ମାରି କୂଅରେ ଫିଙ୍ଗିଲା ବାପା

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ ଜଣେ ବ୍ୟକ୍ତି ଗତକାଲି ରାତିରେ ପତ୍ନୀ ସହ ଝଗଡା କରିବା ପରେ ତିନି ଜଣ ସନ୍ତାନଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଇ ଫେରାର ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି l

ପୁଲିସ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରୁଛି l ପ୍ରାଣ ହରାଇଥିବା ତିନି ସନ୍ତାନଙ୍କ ବୟସ 5 ବର୍ଷ, 2 ବର୍ଷ ଓ 2 ମାସ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes