ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ

ଜଗତସିଂହପୁର ଜିଲ୍ଲା ପାରାଦୀପର ଅଭୟଚାନ୍ଦପୁର ଥାନାରେ ଗତକାଲି ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ଗତକାଲି ପୁଲିସ ବ୍ରାଉନସୁଗର କାରବାରରେ ଲିପ୍ତ ଥିବା ଅଭିଯୋଗରେ ଉଠାଇ ନେଇଥିବା ଜଣେ ଯୁବକର ସନ୍ଧ୍ୟା ବେଳେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି l

ପୁଲିସ ନିର୍ଯାତନା ଦେଇ ଯୁବକଙ୍କୁ ମାରିଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes