ତିନିରଥର ଉଠିଲା ଚାରି ନାହାକା

ପୁରୀ ରଥଖଳାରେ ଆଜି ପର୍ଯ୍ୟନ୍ତ ତିନିରଥରେ ଚାରି ନାହାକା ଉଠିଛି ।

ଏହା ବ୍ୟତୀତ ତିନିରଥର ଗରଗରାରେ କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହେବା ସହ ଜଗତ ପୃଷ୍ଠ ଶେଣୀ ରଚଉପଟ କାର୍ଯ୍ୟ ଜାରୀ ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes