ଅଵସରପ୍ରାପ୍ତ ବାୟୁସେନା ଅଧିକାରୀ କରିଛନ୍ତି ସେଓ ଚାଷ

କେନ୍ଦୁଝର ସହରର ନ୍ୟୁକଲୋନିରେ ରହୁଥିବା ଅଜୟ କୁମାର ପାଣି ବାୟୁସେବାରୁ ଅବସର ନେବାପରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗରେ କିଛି ଚାକିରି କରିଥିଲେ ସେଠାରୁ ଅବସରରେ ପରେ ବଗିଚାରେ ଅଵସର ନେବାପରେ ଷ୍ଟ୍ରବେରୀ ଚାଷ କରି ସଫଳ ହୋଇଥିଲେ ଏବଂ ସେଓ ଚାଷ କରୁବା ପାଇଁ ମନ ବଳାଇଥିଲେ ।

ସେ ହିମାଚଳପ୍ରଦେଶର ଜଣେ ସାଙ୍ଗଙ୍କ ସହ ପରାମର୍ଶ କରିଥିଲେ ଏବଂ ପରାମର୍ଶ ଅନୁସାରେ ଟ୍ରାପିକାଲ ସେଓ ଚାରା ଲଗାଇ ଗୋଟିଏ ବର୍ଷ ହେଲାଣି ଏବେ ଗଛରେ ଫଳ ଧରିଛି ସେ କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes