କେନ୍ଦୁଝର ଜିଲ୍ଲା ସଦର ଥାନା କାଇଁଝରି ଡ୍ୟାମ ଉପରେ ବାଇକ ରଖି ଜଣେ ଯୁବକ ଡେଇଁ ନିଖୋଜ ଅଛି।
ନିଖୋଜ ଯୁବକ ସ୍ଥାନୀୟ ନରଣପୁରର ହୋଇଥିବା ସୂଚନା ମିଳିଛି। ଡ୍ୟାମ୍କୁ ଡେଇଁବା କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି।
Credible Local News of Odisha