ଯୁବତୀଙ୍କୁ କମେଣ୍ଟ ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼

ଅନୁଗୁଳ ଜିଲ୍ଲା ତାଳଚେର ମୁଣ୍ଡା ହାଟିଂର ଜଣେ ଯୁବକଙ୍କୁ ପିଟିଛନ୍ତି ବାଲୁଙ୍ଗା ଗାଁର କିଛି ଲୋକ।

ଯୁବକଙ୍କୁ ପିଟିବା ପରେ ଲଣ୍ଡା କରି ଆଣ୍ଠେଇଥିଲେ। ପୁଲିସ ପହଞ୍ଚି ଯୁବକକୁ ଉଦ୍ଧାର କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes